Tracked shipping to South Africa with premium packaging for just R199 

Ship to
South Africa
0
  • argentina
  • chile
  • colombia
  • españa
  • méxico
  • perú
  • estados unidos
  • internacional

Select your country

Americas

Europe

Rest of the world

portada Aao Sikhen Yog in Oriya (in Oriya)
Type
Physical Book
Language
Oriya
Pages
74
Format
Paperback
Dimensions
27.9 x 21.6 x 0.4 cm
Weight
0.20 kg.
ISBN13
9789351659457

Aao Sikhen Yog in Oriya (in Oriya)

Renu Saran (Author) · Diamond Pocket Books Pvt Ltd · Paperback

Aao Sikhen Yog in Oriya (in Oriya) - Saran, Renu

New Book Imported to South Africa
Delivery: 20 Aug - 28 Aug Shipping: 4 to 5 business days.
R 399
R 399

Synopsis "Aao Sikhen Yog in Oriya (in Oriya)"

ସମଗ୍ର ବିଶ୍ଵରେ ୨୧ ଜୁନ, ୨୦୧୫ ରେ ପାଳିତ ହୋଇଥିବା ପ୍ରଥମ ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ ପରେ ସାରା ଦୁନିଆଁରେ ଯୋଗାସନ ପ୍ରତି ଲୋକମାନଙ୍କର ପ୍ରବଳ ଆକର୍ଷଣ ଏବଂ ଉତ୍କଣ୍ଠା ଦେଖିବାକୁ ମିଳୁଛି । ଆଜି ପ୍ରତ୍ୟେକ ବ୍ୟକ୍ତି ଯୋଗାସନ ସମ୍ବନ୍ଧରେ ଜାଣିବାକୁ ବ୍ୟାକୁଳିତ। ଏହି ପୁସ୍ତକ ମାଧ୍ୟମରେ ଆମେ ପାଠକମାନଙ୍କ ସମ୍ମୁଖରେ ଏପରି ଯୋଗାସନଗୁଡ଼ିକ ପ୍ରସ୍ତୁତ କରିଛୁ, ଯେଉଁଗୁଡ଼ିକ କରିବା ପାଇଁ ସରଳ ହେବା ସହ ଆମର ପିଲାମାନଙ୍କୁ ସୁସ୍ଥ ଏବଂ ନିରୋଗ ରଖିବାରେ ସାହାଯ୍ୟ କରିବ। ଖେଳ ଖେଳରେ ଆମେ ପିଲାମାନଙ୍କୁ ଯୋଗ ବାବଦରେ ସଂପୂର୍ଣ୍ଣ ଏବଂ ସମୁଚିତ ତଥ୍ୟ ଏଠାରେ ପ୍ରଦାନ କରିଛୁ ।'ଆସ ଶିଖିବା ଯୋଗ' ଯୋଗାସନ ଶିଖାଉଥିବା ସହଜ ଏବଂ ସରଳ ଶବ୍ଦରେ ପ୍ରକାଶିତ ଏକ ଏମିତି ପୁସ୍ତକ ଅଟେ, ଯେଉଁଥିରେ ଯୋଗର ଲାଭ, ପ୍ରକାର, ବିଧୂ, 'କାହିଁକି କରିବା ଯୋଗ' ଭଳି ପ୍ରଶ୍ନର ସମୁଚିତ ଉତ୍ତର ଦିଆ ଯାଇଛି। ଏଥିରେ ସୂର୍ଯ୍ୟ ନମସ୍କାର, ପ୍ରାଣାୟାମ, କପାଳଭାତି ପରି ବିଭିନ୍ନ ଯୋଗାସନ ସହ କିଛି ବିଶେଷ ଆସନ ମଧ୍ୟ ଦିଆ ଯାଇଛି । ଏହି ପୁସ୍ତକ ଦ୍ଵାରା ପିଲାମାନଙ୍କୁ ଯୋଗାସନ ଶିଖିବା ସହଜ ହେବା ସହ ଯୋଗାସନରୁ ମିଳୁଥିବା ଲାଭ ସଂପର୍କିତ ଜ୍ଞାନ ମିଳିପାରିବ । ତେବେ ପିଲାଏ, ଏହି ପୁସ୍ତକ ମାଧ୍ୟମରେ, ଆସ ଶିଖିବା ଯୋଗ।

Customers reviews

Frequently Asked Questions about the Book

All books in our catalog are Original.
The book is written in Oriya .
The binding of this edition is Paperback.

Questions and Answers about the Book

Do you have a question about the book? Login to be able to add your own question.

Opinions about Bookdelivery

More customer reviews