Tracked shipping to South Africa with premium packaging for just R199 

Ship to
South Africa
0
  • argentina
  • chile
  • colombia
  • españa
  • méxico
  • perú
  • estados unidos
  • internacional

Select your country

Americas

Europe

Rest of the world

portada Manoj Kumar Panda Galpa Samagra (in Oriya)
Type
Physical Book
Illustrated by
Language
Oriya
Pages
440
Format
Paperback
Dimensions
21.6x14x2.5 cm
Weight
0.55 kg.
ISBN13
9781645603139

Manoj Kumar Panda Galpa Samagra (in Oriya)

Manoj Kumar Panda (Author) · Biswanath Sahu (Illustrated by) · Black Eagle Books · Paperback

Manoj Kumar Panda Galpa Samagra (in Oriya) - Panda, Manoj Kumar ; Sahu, Biswanath

New Book Imported to South Africa
Delivery: 22 Sep - 30 Sep Shipping: 5 to 6 business days.
R 537
R 537

Synopsis "Manoj Kumar Panda Galpa Samagra (in Oriya)"

ଉଭୟ ଆଙ୍ଗିକ ଓ ଆମ୍]ôିକ କ୍ଷେତ୍ରରେ ଉତ୍ତର ଅଶୀ ଓଡ଼ିଆ ଗଳ୍ପ ବିବିଧତାର ଏକ ସନ୍ଧିକ୍ଷଣ । ଗାଳ୍ପିକ ମନୋଜ କୁମାର ପଂଡ଼ା ଏହି ସନ୍ଧିକ୍ଷଣର ଜଣେ ପ୍ରତିଶୃତିବଦ୍ଧ ଗଳ୍ପକାର । ଏ ସମୟରେ ଆଙ୍ଗିକ କ୍ଷେତ୍ରରେ ପରିକ୍ଷା-ନିରୀକ୍ଷା କରୁଥିବା ଗାଳ୍ପିକମାନଙ୍କ ମଧ୍ୟରେ ସେ ଜଣେ ନୂତନ ଟ୍ରେଣ୍ଡ୍ ସେଟର୍ । ଶୈଳୀ ହିଁ ତାଙ୍କୁ ଆଣିଦେଇଛି ଉଭୟ ପ୍ରସିଦ୍ଧି ଓ ସମ୍ମାନ । ଜାତୀୟ ତଥା ଆନ୍ତର୍ଜାତୀୟ ଗଳ୍ପ ସହ ଓଡ଼ିଆ ଗଳ୍ପକୁ ସମକକ୍ଷ କରିବାର ମନୋବୃତ୍ତି ରଖିଥିବାର ଗାଳ୍ପିକଟିଏ ଶ୍ରୀ ପଂଡା । ସ୍ୱାଧୀନ ଚିନ୍ତା ସହ ବେବାକ୍ ଉପସ୍ଥାପନା ତାଙ୍କ ବୈଶିଷ୍ଟ୍ୟ । ସେ ଦୃଷ୍ଟିରୁ ୧୯୮୦ ପରବର୍ତ୍ତୀ ଓଡ଼ିଆ ଗଳ୍ପର ସ୍ୱରୂପ ତଥା ପ୍ରସାରତାକୁ ଅବବୋଧ କରିବାକୁ ହେଲେ ତାଙ୍କ ଗଳ୍ପସମୂହ ନିତାନ୍ତ ପଠନୀୟ । ଶେଷରେ ଏତିକି କୁହାଯାଇପାରେ ତୁଳନାମ୍]ôକ ଦୃଷ୍ଟିକୋଣରୁ ବିଚାର କଲେ ଗାଳ୍ପିକଙ୍କ ଶୈଳୀ କ୍ଷେତ୍ରୀୟ ନିମ୍ନୋକ୍ତ କେତେକ ସ୍ୱାତନ୍ତ୍ର]୍ୟ ପାଠକ ଖୋଜି ପାଇପାରିବ, ଯାହା ସମକାଳର ଅନ୍ୟାନ୍ୟ ଗାଳ୍ପିକଙ୍କଠାରୁ ତାଙ୍କୁ ସ୍ୱତନ୍ତ୍ର କରି ଚିହ୍ନାଏ । ଯଥା-୧- ଶବ୍ଦ ଚୟନ ଓ ରୋପଣରେ ଅଭିନବତ୍ୱ ।୨- କବିତା ସୁଲଭ ଆଙ୍ଗିକ ଗ୍ରହଣ ।୩- ବାକ୍ୟରେ ଲୟ ସୃଷ୍ଟି ।୪- ବିଶେଷ୍ୟ ଓ ବିଶେଷଣ ମଧ୍ୟରେ ବୈପରୀତ୍ୟ ଭାବ ।୫- ବାକ୍ୟଗଠନଗତ ଜଟିଳତା ।୬- ସମ୍ମୁଖୀକରଣ ଅନ୍ତର୍ଗତ ଉପଦାନଗୁଡ଼ିକର ସଠିକ ପ୍ରୟୋଗ ।୭- ଗଳ୍ପର ପ୍ରାରମ୍ଭ ଓ ପରିସମାପ୍ତିରେ ବିବିଧତ

Customers reviews

Frequently Asked Questions about the Book

All books in our catalog are Original.
The book is written in Oriya .
The binding of this edition is Paperback.

Questions and Answers about the Book

Do you have a question about the book? Login to be able to add your own question.

Opinions about Bookdelivery

More customer reviews