Tracked shipping to South Africa with premium packaging for just R199 

Ship to
South Africa
0
  • argentina
  • chile
  • colombia
  • españa
  • méxico
  • perú
  • estados unidos
  • internacional

Select your country

Americas

Europe

Rest of the world

portada Sorisa Phulia khara (ସୋରିଷ ଫୁଲିଆ ଖରା) (in Oriya)
Type
Physical Book
Language
Oriya
Pages
144
Format
Paperback
Dimensions
21.6x14x0.9 cm
Weight
0.16 kg.
ISBN13
9781990494536

Sorisa Phulia khara (ସୋରିଷ ଫୁଲିଆ ଖରା) (in Oriya)

Anandika Samantray (Author) · Vidya Publishing Inc. · Paperback

Sorisa Phulia khara (ସୋରିଷ ଫୁଲିଆ ଖରା) (in Oriya) - Samantray, Anandika

New Book Imported to South Africa
Delivery: 22 Sep - 30 Sep Shipping: 5 to 6 business days.
R 275
R 275

Synopsis "Sorisa Phulia khara (ସୋରିଷ ଫୁଲିଆ ଖରା) (in Oriya)"

ଗାଳ୍ପିକା ଶ୍ରୀମତୀ ଆନନ୍ଦିକା ସାମନ୍ତରାୟଙ୍କ ଗଳ୍ପ ସଂକଳନ "ସୋରିଷ ଫୁଲିଆ ଖରା" । ଆନନ୍ଦିକାଙ୍କ ସାହିତ୍ୟ କୃତିରେ ସମକାଳୀନ ସମାଜର ନିଚ୍ଛକ ଚିତ୍ର ସ୍ପଷ୍ଟ ପ୍ରତିଫଳିତ । ଏକୋଇଶିଟି ଗଳ୍ପକୁ ନେଇ ଏଇ ସୋରିଷ ଫୁଲିଆ ଖରାର ପସରା । ଅବହେଳିତ ପଛୁଆ ବର୍ଗର ମଣିଷମାନଙ୍କର ଧୂଳି ଧୂଆଁ ଧୂସରିତ ଜୀବନଯାତ୍ରାର ପ୍ରତିଚ୍ଛବି ସବୁଠି ପ୍ରତିଫଳିତ । ବଣଜଙ୍ଗଲ ଘେରା ଅନ୍ଧାରି ଗୁହାର ଅନ୍ଧବିଶ୍ୱାସ, ଯେଉଁଠି ଆଇନ ଓ ଆଲୋକ ଅପହଞ୍ଚ, ଆଜିବି ଯେଉଁମାନେ ଅବହେଳିତ, ଶୋଷିତ ଓ ଲାଂଛିତ, ସେହିଭଳି କିଛି ଧୂସରିଆ ଚରିତ୍ର ତାଙ୍କ ଗଳ୍ପ ମାନଙ୍କରେ ଚଳପ୍ରଚଳ ହେଉଥାଆନ୍ତି ପ୍ରତ୍ୟେକ ଗଳ୍ପରେ ପଠନୀୟତାର ଏକ ସ୍ରୋତସ୍ୱିନୀ ଧାରାଟିଏ ପ୍ରବାହିତ, ଯାହା ପାଠକର ମନ ଉପକୂଳରେ ଅନୁରୂଣନ ସୃଷ୍ଟି କରିବାରେ ସକ୍ଷମ ।

Customers reviews

Frequently Asked Questions about the Book

All books in our catalog are Original.
The book is written in Oriya .
The binding of this edition is Paperback.

Questions and Answers about the Book

Do you have a question about the book? Login to be able to add your own question.

Opinions about Bookdelivery

More customer reviews